ସୁପ୍ରିମକୋର୍ଟରେ କୋରୋନାର ପ୍ରଥମ ମାମଲା, ଜଣେ କର୍ମଚାରୀ ହେଲେ ସଂକ୍ରମିତ

ଅନ୍ୟପକ୍ଷେ ୨ ରେଜିଷ୍ଟ୍ରାରଙ୍କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ କରାଯାଇଛି । ବର୍ତ୍ତମାନ କୋରୋନା ଆକ୍ରାନ୍ତ କର୍ମଚାରୀଙ୍କ ସମ୍ପର୍କରେ ଥିବା ଅବଶିଷ୍ଟ ଲୋକଙ୍କୁ ଚିହ୍ନଟ କରାଯାଇଛି । ଏହି ସମୟରେ ଦେଶରେ କୋରୋନା ଭାଇରସ ମାମଲା ୨୮ ହଜାର ଅତିକ୍ରମ କରିଛି ।

ସୁପ୍ରିମକୋର୍ଟରେ କୋରୋନାର ପ୍ରଥମ ମାମଲା, ଜଣେ କର୍ମଚାରୀ ହେଲେ ସଂକ୍ରମିତ

About the Author