୪୨ ବିଏସଏଫ ଯବାନଙ୍କୁ କୋରୋନା

ଆଉ ୫ ଜଣ ଯବାନଙ୍କ କୋରୋନା ପରୀକ୍ଷଣର ରିପୋର୍ଟ ଏପର୍ଯ୍ୟନ୍ତ ଆସିବ ନାହିଁ । ଏହା ବ୍ୟତୀତ ଦିଲ୍ଲୀର ଆରକେପୁରାମ ହସ୍ପିଟାଲରେ କୋରୋନା ପଜିଟିଭ ରୋଗୀ ଭର୍ତ୍ତି କରାଯାଇଛି । ସେମାନଙ୍କ ସହିତ ଯୋଗାଯୋଗରେ ଆସିଥିବା ଆଉ ୩ ଜଣ ଯବାନଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି ।

୪୨ ବିଏସଏଫ ଯବାନଙ୍କୁ କୋରୋନା
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author