ଭାରତରୁ ନିଜ ନାଗରିକଙ୍କୁ ଫେରାଇ ନେବ ଚୀନ

ଚୀନ୍ ଦୂତାବାସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁମାନେ ଘରକୁ ଫେରିବାକୁ ଚାହୁଁଛନ୍ତି । ସେମାନେ ଉଡ଼ାଣ ସମୟରେ ଓ ଚାଇନାରେ ପ୍ରବେଶ କରିବା ପରେ କ୍ୱାରେଣ୍ଚାଇନ୍ ଏବଂ ମହାମାରୀ ନିରାକରଣ ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରିବା ଆବଶ୍ୟକ ।

ଭାରତରୁ ନିଜ ନାଗରିକଙ୍କୁ ଫେରାଇ ନେବ ଚୀନ

About the Author