ଲକ୍ ଡାଉନରେ ଜନ୍ମ ନେଲା ଶିଶୁ, ନାଁ ରଖାଗଲା 'ସାନିଟାଇଜର'

ବାସ୍ତବରେ ଏହି ସମଗ୍ର ବିଷୟ ଉତ୍ତରପ୍ରଦେଶର ସାହାରନପୁରରୁ ଆସିଛି । ଏଠାରେ ଏକ ଘରୋଇ ଡାକ୍ତରଖାନାରେ ଜନ୍ମ ହୋଇଥିବା ଶିଶୁର ନାଁ ସାନିଟାଇଜର ଭାବରେ ରଖାଯାଇଛି । ଏବଂ ଏହି ନାଁକୁ ନବଜାତ ଶିଶୁର ପିତାମାତା ଖୁସିରେ ରଖିଛନ୍ତି । ଏପରି ନାମ ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ ଲୋକମାନେ ଖୁସି ମନେ ହେଉଥିଲେ।

ଲକ୍ ଡାଉନରେ ଜନ୍ମ ନେଲା ଶିଶୁ, ନାଁ ରଖାଗଲା 'ସାନିଟାଇଜର'

About the Author