କ୍ରାଇମ ବ୍ରାଞ୍ଚର ସବ୍ ଇନ୍ସପେକ୍ଟରଙ୍କୁ କୋରୋନା

ସବ୍-ଇନ୍ସପେକ୍ଟରଙ୍କ ସ୍ପର୍ଶରେ ଆସିଥିବା କ୍ରାଇମ ବ୍ରାଞ୍ଚର ପ୍ରାୟ ୨୦ ପୋଲିସ କର୍ମୀଙ୍କୁ କ୍ୱାରେଣ୍ଚାଇନକୁ ପଠାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କୋରୋନା ସଂକ୍ରମଣର ୫୦୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୧୩,୪୧୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କ୍ରାଇମ ବ୍ରାଞ୍ଚର ସବ୍ ଇନ୍ସପେକ୍ଟରଙ୍କୁ କୋରୋନା
Image Credit: ପ୍ରତୀକାତ୍ମକ ଫଟୋ

About the Author