କୋରୋନାର ପ୍ରଭାବ, ୭୫ ବର୍ଷ ପରେ ପୃଥିବୀର ବାୟୁ ସବୁଠାରୁ ଶୁଦ୍ଧ

ବର୍ତ୍ତମାନ ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ପ୍ରଥମ ଥର ହେବ ଯେ କାର୍ବନ ନିର୍ଗମନ ପୃଥିବୀରେ ସର୍ବନିମ୍ନ ହେବ । ଅର୍ଥାତ୍ କୋରୋନା କାରଣରୁ ଲକ୍ ଡାଉନ ଲାଗିଛି, ଆଉ ଏହି ଲକଡାଉନ୍ ଯୋଗୁଁ ସମଗ୍ର ବିଶ୍ୱରେ କାର୍ବନ ନିର୍ଗମନକୁ ହ୍ରାସ କରିଛି ।

କୋରୋନାର ପ୍ରଭାବ, ୭୫ ବର୍ଷ ପରେ ପୃଥିବୀର ବାୟୁ ସବୁଠାରୁ ଶୁଦ୍ଧ

About the Author