କେବଳ ଗୋଟିଏ ଭୁଲ, ଆଉ ଗୋଟିଏ ପରିବାରର ୨୬ ସଦସ୍ୟଙ୍କ ସମେତ ୩୧ ଜଣଙ୍କୁ କୋରୋନା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ ଜାହଙ୍ଗୀରପୁରୀ କଣ୍ଟେନମେଣ୍ଟ ଜୋନରେ ଗୋଟିଏ ପରିବାରର ୨୬ ଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଏଠାରେ ଗୋଟିଏ ଘର ଆଖପାଖରେ ଅନେକ ଘର ରହିଛି ।

କେବଳ ଗୋଟିଏ ଭୁଲ, ଆଉ ଗୋଟିଏ ପରିବାରର ୨୬ ସଦସ୍ୟଙ୍କ ସମେତ ୩୧ ଜଣଙ୍କୁ କୋରୋନା

About the Author