ସ୍ୱାଇନ ଫ୍ଲୁ ଅପେକ୍ଷା କୋରୋନା ଭାଇରସ ୧୦ ଗୁଣା ଅଧିକ ମାରାତ୍ମକ: WHO

ଜେନେଭାରରେ ଡିଜିଟାଲ୍ ସାମ୍ବାଦିକ ସମ୍ମିଳନୀରେ WHO ମୁଖ୍ୟ ଟେଡ୍ରୋସ୍ ଏଡନୋମ୍ ଘେବ୍ୟେୟିୟସ୍ ସ୍ପଷ୍ଟ କରିଛନ୍ତି ଯେ, 'ଆମେ ଜାଣୁ ଯେ COVID-19 ଦ୍ରୁତ ଗତିରେ ବ୍ୟାପିଥାଏ । ସେ କହିଛନ୍ତି ଯେ ୨୦୦୯ ଫ୍ଲୁ ମହାମାରୀ ଅପେକ୍ଷା କୋରୋନା ୧0 ଗୁଣ ଅଧିକ ମାରାତ୍ମକ ଅଟେ ।

ସ୍ୱାଇନ ଫ୍ଲୁ ଅପେକ୍ଷା କୋରୋନା ଭାଇରସ ୧୦ ଗୁଣା ଅଧିକ ମାରାତ୍ମକ: WHO

About the Author