ରେଲୱେ ଅଧିକାରୀଙ୍କ ସହ ପିୟୁଷ ଗୋୟଲଙ୍କ ବୈଠକ, ଫସିଥିବା ଲୋକଙ୍କ ପାଇଁ ଟ୍ରେନ ଚଳାଇବା ଉପରେ ଚର୍ଚ୍ଚା

ଦେଶରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଲକଡାଉନ ମଧ୍ୟରେ ରେଲୱେ ଆଜି ପ୍ରଥମ ଟ୍ରେନ୍ ଚଲାଇଛି । ଟ୍ରେନ୍ ସକାଳ ୪.୫୦ରେ ତେଲେଙ୍ଗାନାରୁ ୧୨୦୦ ପ୍ରବାସୀ ଶ୍ରମିକଙ୍କୁ ନେଇ ଝାଡଖଣ୍ଡର ହାତିଆ ଅଭିମୁଖେ ଯାତ୍ରା କରିଛି ।

 ରେଲୱେ ଅଧିକାରୀଙ୍କ ସହ ପିୟୁଷ ଗୋୟଲଙ୍କ ବୈଠକ, ଫସିଥିବା ଲୋକଙ୍କ ପାଇଁ ଟ୍ରେନ ଚଳାଇବା ଉପରେ ଚର୍ଚ୍ଚା

About the Author