Omicron ଆତଙ୍କ ବେଳେ କୋରୋନା ବିସ୍ଫୋରଣ, ଭାଙ୍ଗିଲା ଛଅ ମାସର ରେକର୍ଡ

ମହାରାଷ୍ଟ୍ର (Maharastra) ରେ ଓମିକ୍ରୋନର ଆଉ ୬ଟି ନୂଆ ମାମଲା (OMICRON) ରିପୋର୍ଟ ହେବା ପରେ ରବିବାର ଭାରତରେ ଏହାର ସଂଖ୍ୟା ୧୫୧କୁ ବୃଦ୍ଧି ପାଇଛି।

Omicron ଆତଙ୍କ ବେଳେ କୋରୋନା ବିସ୍ଫୋରଣ, ଭାଙ୍ଗିଲା ଛଅ ମାସର ରେକର୍ଡ
Image Credit: ଫାଇଲ ଫଟୋ

About the Author