ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୭୦୭

ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨୧ ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି । ଫଳରେ ଦିଲ୍ଲୀରେ ବର୍ତ୍ତମାନ ଯାଏ ଆରୋଗ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଛୁଇଁଛି । ଗତ ୩ ଦିନ ମଧ୍ୟରେ ୪୨ ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୬୨୫ କୋରୋନା ଟେଷ୍ଟ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ଅଟେ । ଏଠାରେ ବର୍ତ୍ତମାନ ଯାଏ ମୋଟ ୨୧,୪୦୯ କୋରୋନା ଟେଷ୍ଟ ହିଁ ହୋଇପାରିଛି ।

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୭୦୭

About the Author