ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ ଉର୍ଦ୍ଧ୍ୱ, ମରକଜର ପ୍ରାୟ ୭୦ ପ୍ରତିଶତ ମାମଲା

ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୬ଟି ନୂଆ କୋରୋନା ମାମଲା ଆସିଛି । ଯେଉଁଥିରୁ ୧୨୮ଟି ମାରକଜର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କୋରୋନା ଭୂତାଣୁ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଛି । ​​ଯେଉଁଥିପାଇଁ ଦିଲ୍ଲୀରେ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି ।

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ ଉର୍ଦ୍ଧ୍ୱ, ମରକଜର ପ୍ରାୟ ୭୦ ପ୍ରତିଶତ ମାମଲା

About the Author