ଅଶ୍ୱିନ ସମେତ ଅନ୍ୟ ୨ କ୍ରିକେଟରଙ୍କ କାଉଣ୍ଟି ଚୁକ୍ତି ହେଲା ରଦ୍ଦ

ୟର୍କସରର କ୍ରିକେଟ୍ ନିର୍ଦ୍ଦେଶକ ମାର୍ଟିନ ମୋକ୍ସନ୍ କହିଛନ୍ତି ଯେ, ସର୍ବପ୍ରଥମେ ମୁଁ ଏହି ପ୍ରସଙ୍ଗରେ ଖେଳାଳିଙ୍କ ବୁଝାମଣାକୁ ପ୍ରଶଂସା କରୁଛି । କୋଭିଡ-19 ମହାମାରୀ ଆରମ୍ଭ ସମୟରେ ଆମେ ଖେଳାଳି ଏବଂ ସେମାନଙ୍କ ଏଜେଣ୍ଟମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଥିଲୁ ।

ଅଶ୍ୱିନ ସମେତ ଅନ୍ୟ ୨ କ୍ରିକେଟରଙ୍କ କାଉଣ୍ଟି ଚୁକ୍ତି ହେଲା ରଦ୍ଦ

About the Author