ମହାରାଷ୍ଟ୍ରରେ କୋରୋନା ଭାଙ୍ଗିଲା ମୃତ୍ୟୁର ରେକର୍ଡ

ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ମାୟା ନଗରୀ ମୁମ୍ବାଇରେ ୧୦୦୨ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହିତ ୩୯ ଜଣ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୁମ୍ବାଇରେ ବର୍ତ୍ତମାନ ଯାଏ ମୋଟ ୩୨ ହଜାର ୯୭୪ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହିତ ୧୦୬୫ ଜଣ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ କୋରୋନା ଭାଙ୍ଗିଲା ମୃତ୍ୟୁର ରେକର୍ଡ

About the Author