Covid 19 In India: ଦେଶରେ କାୟା ବିସ୍ତାର କରୁଛି କୋରୋନା, ୩୩୯୫ କୁ ବୃଦ୍ଧି ପାଇଲା ଆକ୍ଟିଭ୍ ମାମଲା, ୪ ମୃତ୍ୟୁ

Covid 19 In India: ଦେଶରେ କୋରୋନା ଭାଇରସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କୋରୋନା ଭାଇରସର ସକ୍ରିୟ ମାମଲା ଏହି ସମୟରେ ୩୩୯୫ କୁ ବୃଦ୍ଧି ପାଇଛି। ଯେଉଁଥିରେ ସର୍ବାଧିକ ମାମଲା କେରଳରେ ରହିଛି।

Covid 19 In India: ଦେଶରେ କାୟା ବିସ୍ତାର କରୁଛି କୋରୋନା, ୩୩୯୫ କୁ ବୃଦ୍ଧି ପାଇଲା ଆକ୍ଟିଭ୍ ମାମଲା, ୪ ମୃତ୍ୟୁ
Image Credit: ୩୩୯୫ କୁ ବୃଦ୍ଧି ପାଇଲା ଆକ୍ଟିଭ୍ ମାମଲା, ୪ ମୃତ୍ୟୁ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments