ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୬ ହଜାରରୁ ଉର୍ଦ୍ଧ୍ୱ

ଦେଶରେ ଚାଲିଥିବା ଲକଡାଉନ୍ ସତ୍ତ୍ୱେ ସଂକ୍ରମିତ ସଂଖ୍ୟା ୫୬ ହଜାର ଅତିକ୍ରମ କରିଛି । ଭାରତରେ କୋରୋନା ସଂକ୍ରମଣର ସଂଖ୍ୟା ୫୬,୬୩୪୨କୁ ବୃଦ୍ଧି ପାଇଛି ।

ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୬ ହଜାରରୁ ଉର୍ଦ୍ଧ୍ୱ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author