ଶହେ ବର୍ଷର ସବୁଠୁ ବଡ଼ ସଂକଟ: ଆରବିଆଇ ଗଭର୍ଣ୍ଣର

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶନିବାର କହିଛନ୍ତି ଯେ ଗତ ଶହେ ବର୍ଷ ମଧ୍ୟରେ କୋରୋନା ମହାମାରୀ ହେଉଛି ସବୁଠାରୁ ବଡ ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ସଙ୍କଟ। 'ସପ୍ତମ ଏସବିଆଇ ବ୍ୟାଙ୍କିଙ୍ଗ ଆଣ୍ଡ ଇକୋନୋମିକ୍ କନକ୍ଲେଭ'କୁ ସମ୍ବୋଧିତ କରିବାବେଳେ ସେ ଏହା କହିଛନ୍ତି। ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ଏବଂ ଅନ୍ୟମାନେ ଏହି ଦୁ

ଶହେ ବର୍ଷର ସବୁଠୁ ବଡ଼ ସଂକଟ: ଆରବିଆଇ ଗଭର୍ଣ୍ଣର

About the Author