ରାଜଧାନୀବାସୀଙ୍କ ପାଇଁ ଭଲ ଖବର: କମୁଛି ସଂକ୍ରମିତଙ୍କ ସଂଖ୍ୟା, ସୁସ୍ଥ ହାର ଛୁଇଁଲା ୮୪.୭୮ ପ୍ରତିଶତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧,୭୮୪ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଯାହା ପରେ ଦିଲ୍ଲୀରେ ଏପର୍ଯ୍ୟନ୍ତ ସମୁଦାୟ ୧,୦୪,୯୧୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ରାଜଧାନୀବାସୀଙ୍କ ପାଇଁ ଭଲ ଖବର: କମୁଛି ସଂକ୍ରମିତଙ୍କ ସଂଖ୍ୟା, ସୁସ୍ଥ ହାର ଛୁଇଁଲା ୮୪.୭୮ ପ୍ରତିଶତ

About the Author