ଜାରି ହେଲା ଟିକାକରଣର ସୂଚୀ, ଓଡ଼ିଶାରେ ଏହି ଦିନ ନେଇପାରିବେ ଟିକା
Advertisement

ଜାରି ହେଲା ଟିକାକରଣର ସୂଚୀ, ଓଡ଼ିଶାରେ ଏହି ଦିନ ନେଇପାରିବେ ଟିକା

କୋରୋନା ମହାମାରୀ (Corona Pandemic) ସମୟରେ ଭାରତରେ ଗତ ଶନିବାରଠାରୁ ବୃହତ ଟିକାକରଣ (Vaccination) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । 

ଜାରି ହେଲା ଟିକାକରଣର ସୂଚୀ, ଓଡ଼ିଶାରେ ଏହି ଦିନ ନେଇପାରିବେ ଟିକା

ନୂଆଦିଲ୍ଲୀ: କୋରୋନା ମହାମାରୀ (Corona Pandemic) ସମୟରେ ଭାରତରେ ଗତ ଶନିବାରଠାରୁ ବୃହତ ଟିକାକରଣ (Vaccination) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଗତ ଦୁଇ ଦିନ ମଧ୍ୟରେ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା (Vaccine) ଦିଆଯାଇ ସରିଛି । ତେବେ ଆଗକୁ ଏହି ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏଥିପାଇଁ ସମସ୍ତ ରାଜ୍ୟ ପାଇଁ ଏକ ସୂଚୀ ପ୍ରକାଶ କରିଛନ୍ତି ସରକାର । 

ଜନବହୁଳ ରାଜ୍ୟ ଗୁଡ଼ିକରେ ସପ୍ତାହକୁ ୪ଦିନ ଟିକା କରଣ କରାଯିବାକୁ ଥିବା ବେଳେ ସ୍ୱଳ୍ପ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ସପ୍ତାହକୁ ଦୁଇ ଦିନ ମାତ୍ର ଟିକାକରଣର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Health Ministry)। ଗୋଆରେ (Goa) ଗୋଟିଏ ସପ୍ତାହରେ ଦୁଇଦିନ ଟିକାକରଣ (Vaccination) କରାଯିବାକୁ ଥିବା ବେଳେ ଆନ୍ଧ୍ରପ୍ରଦେଶରେ (Andhrapradesh) ୬ ଦିନ ଟିକାକରଣ କରାଯିବାର ବ୍ୟବସ୍ଥା କରାଯାଇଛି । ଆନ୍ଧ୍ରପ୍ରଦେଶରେ (Andhrapradesh) ରବିବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । 

ସେହିପରି ଓଡ଼ିଶାରେ (Odisha) ମୋଟ ତିନି ଦିନ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଅଧିକ ସୂଚନା ପାଇବା ପାଇଁ ତଳେ ଦିଆଯାଇଥିବା ସୂଚୀକୁ ଅନୁକରଣ କରନ୍ତୁ । 

fallback

fallback

fallback