୯ ବିଏସଏଫ ଯବାନଙ୍କୁ କୋରୋନା

ଅନ୍ୟପକ୍ଷେ ତ୍ରିପୁରାରେ ୨ ଜଣ ଯବାନଙ୍କୁ ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପାକିସ୍ତାନ ଏବଂ ବାଂଲାଦେଶ ସହିତ ଭାରତୀୟ ସୀମାର ସୁରକ୍ଷା ପାଇଁ ବିଏସଏଫ ନିୟୋଜିତ ଥାଆନ୍ତି । ବିଭିନ୍ନ ପ୍ରକାରର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ରଖାଯାଇଛି ।

୯ ବିଏସଏଫ ଯବାନଙ୍କୁ କୋରୋନା

About the Author