Covid Alert: ମହିଳାଙ୍କ ପାଇଁ ଖରତନାକ୍ କୋରୋନାର ଏହି ନୂଆ ଭ୍ୟାରିଏଣ୍ଟ, ଜାଣନ୍ତୁ କ'ଣ କହନ୍ତି ଡାକ୍ତର...

Covid Alert: MDS ଏବଂ MPH ଡାକ୍ତର ଅନୁଜ କୁମାର କହିଛନ୍ତି ଯେ ଏଥର କରୋନାର ନୂତନ ପ୍ରକାର ମହିଳାମାନଙ୍କୁ ପ୍ରଭାବିତ କରୁଛି କିନ୍ତୁ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ତଥାପି, ଦୀର୍ଘକାଳୀନ କୋଭିଡ୍ କ୍ଷେତ୍ରରେ ମହିଳାମାନେ ପ୍ରଭାବିତ ହୋଇପାରନ୍ତି। ବିଶେଷକରି ୪୦ ବର୍ଷରୁ ଅଧିକ ବୟସର ମହିଳାଙ୍କଠାରେ ଅନ୍ୟମାନଙ୍କ ତୁଳନାରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ଥାଇପାରେ।

Covid Alert: ମହିଳାଙ୍କ ପାଇଁ ଖରତନାକ୍ କୋରୋନାର ଏହି ନୂଆ ଭ୍ୟାରିଏଣ୍ଟ, ଜାଣନ୍ତୁ କ'ଣ କହନ୍ତି ଡାକ୍ତର...

About the Author