Covid 19: ଦେଶକୁ ଫୁଣି ଫେରିଲା କୋରୋନ, ମୁମ୍ବାଇରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ

Covid 19: ଦେଶକୁ ଫୁଣି ଫେରିଲା କୋରୋନ। କୋରୋନାକୁ ନେଇ ପୁଣି ଦେଶବାସୀଙ୍କ ମଧ୍ୟର ଆତଙ୍କ ଦେଖାଦେଇଛି। କାହିଁକିନ ହଂକଂ ଓ ସିଙ୍ଗାପୁରରେ କୋରନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ, ଏହାରି ଭିତରେ ଆଉ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ମଧ୍ୟ ସାମ୍ନାକୁ ଆସିଛି।

Covid 19: ଦେଶକୁ ଫୁଣି ଫେରିଲା କୋରୋନ, ମୁମ୍ବାଇରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ

About the Author