ଅଡୁଆ କଲା Omicron ! ବିମାନ ଯାତ୍ରୀଙ୍କ ପାଇଁ ନୂଆ ନିୟମ ଲାଗୁ

Omicronର ଆତଙ୍କ ମଧ୍ୟରେ କେନ୍ଦ୍ର ସରକାର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କହିଛନ୍ତି ଯେ, ବିପଦପୂର୍ଣ୍ଣ ଦେଶରୁ ଆସୁଥିବା ଯାତ୍ରୀଙ୍କ RT- PCR ପରୀକ୍ଷା ପ୍ରଥମ ଦିନରେ କରାଯିବା ଉଚିତ। ତାଙ୍କୁ ଅଷ୍ଟମ ଦିନରେ ପୁନଃ- ପରୀକ୍ଷା କରିବାକୁ କୁହାଯାଇଛି।

ଅଡୁଆ କଲା Omicron ! ବିମାନ ଯାତ୍ରୀଙ୍କ ପାଇଁ ନୂଆ ନିୟମ ଲାଗୁ
Image Credit: ଫାଇଲ ଫଟୋ

About the Author