ଲକଡାଉନ କଠୋର ହେବା ପୂର୍ବରୁ ଏହି ରାଜ୍ୟର ଦୋକାନଗୁଡ଼ିକରେ ଭିଡ଼, ସାମାଜିକ ଦୂରତା ମାନିଲେନି ଲୋକ

ଖାଦ୍ୟ ସାମଗ୍ରୀ, ପନିପରିବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଜିନିଷ ସଂଗ୍ରହ କରିବା ପାଇଁ ଶନିବାର ସକାଳେ ହଜାର ହଜାର ଲୋକ ଖାଦ୍ୟ ଏବଂ ପନିପରିବା ଦୋକାନରେ ପହଞ୍ଚିଥିଲେ । ଏହି ଅବଧି ମଧ୍ୟରେ କୋରୋନା ଭାଇରସ୍ ନିୟନ୍ତ୍ରଣ କରିବା ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମ ମଧ୍ୟ ଗୁରୁତର ଭାବରେ ଉଲ୍ଲଂଘନ କରାଯାଇଥିଲା ।

ଲକଡାଉନ କଠୋର ହେବା ପୂର୍ବରୁ ଏହି ରାଜ୍ୟର ଦୋକାନଗୁଡ଼ିକରେ ଭିଡ଼, ସାମାଜିକ ଦୂରତା ମାନିଲେନି ଲୋକ

About the Author