• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /IPL 2020: ଟସ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି

IPL 2020: ଟସ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି

ପାଳି ଆରମ୍ଭ କରିବ ମୁମ୍ବାଇ

Edited ByZee Odisha Desk
Published: Sep 19, 2020, 07:42 PM IST|Updated: Sep 19, 2020, 07:42 PM IST
joinshare
IPL 2020: ଟସ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    2

    ବିଧାୟକ ଧ୍ରୁବ ସାହୁଙ୍କ ନାଁରେ ଏତଲା, ଏନ୍‌ସି କଲେଜ ପ୍ରାର୍ଥୀଙ୍କୁ ଅପହରଣ ଓ ଅନ୍ୟ ଖବର

    3

    ସେୟାର ବଜାରର ସ୍ମାର୍ଟ ନିବେଶକ ହେବାକୁ ଚାହୁଁଛନ୍ତି କି? Kwala Intel AIକୁ ପଚାରନ୍ତୁ ସବୁ ପ୍ରଶ୍

    4

    ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ABVP-BCJD ପ୍ରାର୍ଥୀ ମୁହାଁମୁହିଁ, ସଭାସ୍ଥଳରେ ଚେୟାର ଭଙ୍ଗା

    5

    Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    ଆବୁଧାବି: ଆଉ କିଛି ସମୟରେ ଆରମ୍ଭ ହେବ ଆଇପିଏଲର ତ୍ରୟୋଦଶ ସଂସ୍କରଣ। ମଇଦାନ ପ୍ରସ୍ତୁତ, ଖେଳାଳି ମଧ୍ୟ ପ୍ରସ୍ତୁତ। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଦଳ ମୁମ୍ବାଇ ଇଣ୍ଡିଆନସ ଓ ଚେନାଇ ସୁପର କିଙ୍ଗସ। ପଡ଼ିସାରିଛି ଟସ। ସେପଟେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ ସୁପର କିଙ୍ଗସ। ସେପଟେ ମୁମ୍ବାଇ ପକ୍ଷରୁ ପାଳି ଆରମ୍ଭ କରିବାକୁ ଯାଉଛନ୍ତି ଅଧିନାୟକ ରୋହିତ ଶର୍ମା ଓ କ୍ୱିଣ୍ଟନ ଡି କକ। ଚେନ୍ନାଇ ପକ୍ଷରୁ ଦୀପକ ଚହର ପ୍ରଥମ ବଲ ପକାଇବେ। 

    ମୁମ୍ବାଇ ଶ୍ରେଷ୍ଠ ଏକାଦଶ: ରୋହିତ ଶର୍ମା(ଅଧିନାୟକ), କ୍ୱିଣ୍ଟନ ଡି କକ, ସୂର୍ଯ୍ୟକୁମାର ଯାଦବ, ସୌରଭ ତିଓ୍ୱାରୀ, କୃଣାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, ଜେମସ ପାଟିନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରିତ ବୁମରାହ

    ଚେନ୍ନାଇ ଶ୍ରେଷ୍ଠ ଏକାଦଶ: ମୁରଲୀ ବିଜୟ, ସେନ ଓ୍ୱାଟସନ, ଫାପ ଡୁ ପ୍ଲେସିସ, ଅମ୍ବାତି ରାୟୁଡ଼ୁ, କେଦାର ଯାଦବ, ମହେନ୍ଦ୍ର ସିଂ ଧୋନୀ, ରବିନ୍ଦ୍ର ଜାଡ଼େଜା, ସାମ କୁରାନ, ଦିପକ ଚହର, ପିୟୁଷ ଚାଓ୍ୱଲା, ଲୁଙ୍ଗି ନିଗିଡ଼ି

     

     

     

    Add Zee News as a Preferred Source
    TAGS:
    IPL 2020
    Chennai Super Kings
    mumbai indians
    Zee Odisha IPL 2020