'ଉମ୍ଫୁନ'କୁ ନେଇ ଆଜି ଗୃହ ମନ୍ତ୍ରଣାଳୟ ଓ ଏନଡିଏମଏ ସହ ବୈଠକ କରିବେ ପିଏମ ମୋଦି

ଗୃହ ମନ୍ତ୍ରଣାଳୟ ଏହା ପୂର୍ବରୁ ସୂଚନା ଦେଇଥିଲା ଯେ ବାତ୍ୟା 'ଉମ୍ଫୁନ୍' ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଏକ ଭୟଙ୍କର ରୂପରେ ପରିଣତ ହୋଇପାରେ । ବୁଧବାର ୧୮୫ କିଲୋମିଟର ବେଗରେ ପବନ ବହିବା ସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫୋଲ ହେବ ।

'ଉମ୍ଫୁନ'କୁ ନେଇ ଆଜି ଗୃହ ମନ୍ତ୍ରଣାଳୟ ଓ ଏନଡିଏମଏ ସହ ବୈଠକ କରିବେ ପିଏମ ମୋଦି
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author