ଗୁନାରେ ଚାଷୀଙ୍କୁ ମାଡ଼ମରା ଘଟଣା: ପୋଲିସର କାର୍ଯ୍ୟାନୁଷ୍ଠାନ ମାନବିକତାର ପ୍ରଶ୍ନ !

ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର ପୁଳା ପୁଳା ଯୋଜନା କରୁଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ କିଛି ଭିନ୍ନ। ଯୋଜନା ପହଞ୍ଚାଇବା ଦୁରର କଥା, ସେମାନଙ୍କୁ କିପରି ଅକଥନୀୟ ଅତ୍ୟାଚାର କରାଯାଉଛି ତାହାର ନଗ୍ନ ଉଦାହରଣ ପାଲଟିଛି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଘଟିଥିବା ଘଟଣା।

ଗୁନାରେ ଚାଷୀଙ୍କୁ ମାଡ଼ମରା ଘଟଣା: ପୋଲିସର କାର୍ଯ୍ୟାନୁଷ୍ଠାନ ମାନବିକତାର ପ୍ରଶ୍ନ !

About the Author