ଗର୍ଭବତୀ ମହିଳାମାନଙ୍କଠାରେ ଅଧିକ ଦେଖାଯାଉଛି କୋରୋନାର ବିପଦପୂର୍ଣ୍ଣ ଭାରିଏଣ୍ଟ: ICMR

Coronavirus in India: ଆଇସିଏମଆର ରିପୋର୍ଟରେ କୁହାଯାଇଛି ଯେ ରକ୍ତହୀନତା, ଯକ୍ଷ୍ମା ଏବଂ ମଧୁମେହ ଭଳି ରୋଗ କୋରୋନା ସହିତ ଗର୍ଭବତୀ ଓ ସନ୍ତାନ ପ୍ରସବ କରୁଥିବା ମହିଳାଙ୍କ ମୃତ୍ୟୁ ହେବାର ଆଶଙ୍କା ବଢ଼ାଇପାରେ ।

ଗର୍ଭବତୀ ମହିଳାମାନଙ୍କଠାରେ ଅଧିକ ଦେଖାଯାଉଛି କୋରୋନାର ବିପଦପୂର୍ଣ୍ଣ ଭାରିଏଣ୍ଟ: ICMR
Image Credit: ପ୍ରତୀକାତ୍ମକ ଛବି

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More