ଇଞ୍ଚେ ଯାଗା ବି ନେଇ ପାରିବେ ନାହିଁ: ରାଜନାଥ

ସୀମାରେ ବର୍ତ୍ତମାନ ବିବାଦୀୟ ପରିସ୍ଥିତି ଲାଗିଥିବା ବେଳେ, ଲେହ ଲଦାଖକୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ରାଜନାଥଙ୍କ ସହିତ ସ୍ଥଳସେନା ମୁଖ୍ୟ ଏମଏମ ନରାଓ୍ୱଣେ ଓ ସିଡିଏସ ମୁଖ୍ୟ ବିପିନ ରାଓ୍ୱତ ଗସ୍ତ କରିଛନ୍ତି। ପ୍ରଥମ ଦିନରେ ରାଜନାଥ ଲଦ୍ଦାଖ ଗସ୍ତ କରି ସେନାଙ୍କୁ ଭେଟିଛନ୍ତି। ଯବାନଙ୍କ ସହିତ ଆଲୋଚନା ମଧ୍ୟ

ଇଞ୍ଚେ ଯାଗା ବି ନେଇ ପାରିବେ ନାହିଁ: ରାଜନାଥ

About the Author