• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ଯାନ୍ତ୍ରିକ ତୃଟି ଯୋଗୁଁ ଅଚଳ ମୁମ୍ବାଇ ଲୋକାଲ

ଯାନ୍ତ୍ରିକ ତୃଟି ଯୋଗୁଁ ଅଚଳ ମୁମ୍ବାଇ ଲୋକାଲ

ମୁମ୍ବାଇ ଲୋକାଲ ଟ୍ରେନ ଠପ !

Edited By:Zee Odisha Desk
Published: May 21, 2020, 09:05 PM IST|Updated: May 21, 2020, 09:05 PM IST
joinshare
ଯାନ୍ତ୍ରିକ ତୃଟି ଯୋଗୁଁ ଅଚଳ ମୁମ୍ବାଇ ଲୋକାଲ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ଆଜି ପୁଣି କାଳବୈଶାଖୀ, କଟକ ଚଣ୍ଡୀ ମନ୍ଦିରରେ ବଜ୍ରପାତ ଓ ଅନ୍ୟ ଖବର

    Top 10 News: ଆଜି ପୁଣି କାଳବୈଶାଖୀ, କଟକ ଚଣ୍ଡୀ ମନ୍ଦିରରେ ବଜ୍ରପାତ ଓ ଅନ୍ୟ ଖବର

    top 10 news today33 min ago
    2

    Cycle Day 2026: ବିଶ୍ୱ ସାଇକେଲ ଦିବସ, ''ସଣ୍ଡେ ରେ ସାଇକେଲ'' ୬୬ ସାଇକେଲ ରାଲି ଆୟୋଜନ

    World bicycle day1 hr ago
    3

    ବୁର୍ଲାରେ ଅଘଟଣ, ପାୱାର ଚେନାଲରେ ବୁଡିଗଲେ ଛାତ୍ର

    Odia News1 hr ago
    4

    Free UPSC Coaching: ଓଡ଼ିଶା ସରକାରଙ୍କ ମାଗଣା ଆବାସିକ UPSC କୋଚିଂ କାର୍ଯ୍ୟକ୍ରମ, ଆବେଦନ ପ୍ରକ୍

    Free UPSC Coaching1 hr ago
    5

    ରେଳ ଫାଟକରେ ଦୁର୍ଘଟଣା, ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରେନ୍‌

    Odia News2 hrs ago

    ମୁମ୍ବାଇ: ଚତୁର୍ଥ ପର୍ଯ୍ୟାୟ ଲକଡାଉନ ନିୟମରେ କୋହଳ ହେବା ପରେ ଧୀରେଧୀରେ ସ୍ୱଭାବିକ ହେବାରେ ଲାଗିଛି ଦେଶ। ମାତ୍ର ଯାନ୍ତ୍ରିକ ତୃଟି କାରଣରୁ ଆଜି ଅଧିକାଂଶ ସ୍ଥାନରେ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ଅଧିକାଂଶ  ସ୍ଥାନରେ ଅଟକ ରହିଥିଲା। 

    ମୁମ୍ବାଇର ୱାଡାଲା ଏବଂ କଟନ ଗ୍ରୀନ୍ ଷ୍ଟେସନ ମଧ୍ୟରେ ଥିବା ଓଭରହେଡ୍ ଯନ୍ତ୍ରପାତି (OHE) ରେ କିଛି ଯାନ୍ତ୍ରିକ ବ୍ୟାଘାତ ହେତୁ ସ୍ଥାନୀୟ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । କେନ୍ଦ୍ରୀୟ ରେଳ ଲାଇନରେ ଟ୍ରେନର ଗତି ମନ୍ଥର ହୋଇଯାଇଛି। କିଛି ଟ୍ରେନ୍ କୁର୍ଲାରେ ଅଟକି ରହିଛି । ଯାତ୍ରୀମାନେ ପାଦରେ ଲାଇନ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା ।

    ଛତ୍ରପତି ଶିବାଜୀ ଟର୍ମିନାସ୍ (CST) ଆଡକୁ ଯାଉଥିବା ଟ୍ରେନ୍ ମନ୍ଥର ଗତି କରିଛି ଯେଉଁଥିପାଇଁ ଲୋକଙ୍କ ସମସ୍ୟା ବୃଦ୍ଧି ପାଇଥିବା ସୂଚନା ମିଳିଛି । 

     

     

    Add Zee News as a Preferred Source
    TAGS:
    Central Railways
    Mumbai Trains
    stuck
    Mumbai local train