Air Pollution:ଉତ୍କଟ ରୂପ ଧାରଣ କଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦୀପାବଳି ପରଠାରୁ ଦିଲ୍ଲୀ ଏବଂ ନୋଏଡାରେ ବିଷାକ୍ତ ବାୟୁ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୁରୁବାର ସକାଳେ ଦିଲ୍ଲୀର ଆନନ୍ଦ ବିହାରରେ AQI ସ୍ତର ୪୨୯ରେ ପହଞ୍ଚିଥିଲା। ରାଜଧାନୀ ସାରା ସାମଗ୍ରିକ ପ୍ରଦୂଷଣ ସ୍ତର ସକାଳ ୬ଟାରେ ୩୩୨ ରେ "ଅତ୍ୟନ୍ତ ଖରାପ" ବର୍ଗରେ ରହିଛି। ନୋଏଡାରେ ମଧ୍ୟ ପ୍ରଦୂଷଣ ସ୍ତର ୩୦୭ରେ ପହଞ୍ଚିଛି। ଦିଲ୍ଲୀର

Air Pollution:ଉତ୍କଟ ରୂପ ଧାରଣ କଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ

About the Author