Delhi AQI: ଦୀପାବଳିରେ ଦିଲ୍ଲୀର AQI 334 ରେ ପହଞ୍ଚିଲା, ଆନନ୍ଦ ବିହାରରେ ଅଧିକ

Delhi AQI: ଆନନ୍ଦ ବିହାରରେ ସବୁଠୁ ଅଧିକ (AQI 402), ଏହା ପଛକୁ ୱାଜିରପୁର (423) ଏବଂ ଅଶୋକ ବିହାର (414)ରେ ପ୍ରଦୂଷଣ ସ୍ତର 'ଗମ୍ଭୀର' ବର୍ଗରେ ପହଞ୍ଚିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ମଙ୍ଗଳବାର ଏବଂ ବୁଧବାର ବାୟୁ ଗୁଣବତ୍ତା ଆହୁରି ଅଧିକ ଖରାପ ହୋଇପାରେ । ଦୀପାବଳି ଉତ୍ସବ ପରେ ପରିସ୍ଥିତି 'ଗମ୍ଭୀର' ସ୍ତରକୁ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଉଛି।

Delhi AQI: ଦୀପାବଳିରେ ଦିଲ୍ଲୀର AQI 334 ରେ ପହଞ୍ଚିଲା, ଆନନ୍ଦ ବିହାରରେ ଅଧିକ

About the Author