Delhi Pollution: ପ୍ରଦୂଷଣର ଚରମସୀମାରେ ଦିଲ୍ଲୀ ବାୟୁମଣ୍ଡଳ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଥଣ୍ଡା ବୃଦ୍ଧି ପାଉଥିବାରୁ, ବାୟୁ ଗୁଣବତ୍ତା ଖରାପ ହୋଇଛି। ଗୁରୁବାର ସକାଳ ୪:୪୫ ରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୧୦ ଥିଲା। ଅଧିକାରୀଙ୍କ ଅନୁଯାୟୀ, ବୁଧବାର ଲଗାତାର ଦ୍ୱିତୀୟ ଦିନ ପାଇଁ ବାୟୁ ଗୁଣବତ୍ତା "ଖରାପ" ବର୍ଗରେ ରହିଛି, କିଛି ଅଞ୍ଚଳ ୩୦୦ ଅତିକ୍ରମ କରି "ଅତ୍ୟନ୍ତ ଖରାପ" ବର୍ଗରେ ପ୍ରବ

Delhi Pollution: ପ୍ରଦୂଷଣର ଚରମସୀମାରେ ଦିଲ୍ଲୀ ବାୟୁମଣ୍ଡଳ

About the Author