କୋରୋନା ଟେଷ୍ଟରେ ହେଉଛି ବିଲମ୍ୱ, ଘରୋଇ ଲ୍ୟାବକୁ ନମୁନା ପରୀକ୍ଷା ପାଇଁ ପଠାଇବେ କେଜ୍ରିୱାଲ ସରକାର

ମୋଟରେ ୧୭୫ ଜଣଙ୍କ ନମୁନା ମଧ୍ୟରୁ ୬୭ ଜଣଙ୍କ ନମୁନା ରିପୋର୍ଟ ଶନିବାର ପର୍ଯ୍ୟନ୍ତ ଆସିଥିଲା । ଏଥିରୁ ୪୧ ଜଣଙ୍କୁ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୧୭୫ ଜଣଙ୍କ ନମୁନା ପଠାଯାଇଥିଲା । ସେଥିମଧ୍ୟରୁ ୬୭ ଜଣ ରିପୋର୍ଟ ମିଳିଥିଲା । ଅର୍ଥାତ୍ ୧୦-୧୧ ଦିନ ମଧ୍ୟରେ କେବଳ ଏତିକି ରିପୋର୍ଟ ଆସିଛି ।

କୋରୋନା ଟେଷ୍ଟରେ ହେଉଛି ବିଲମ୍ୱ, ଘରୋଇ ଲ୍ୟାବକୁ ନମୁନା ପରୀକ୍ଷା ପାଇଁ ପଠାଇବେ କେଜ୍ରିୱାଲ ସରକାର
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author