ଦିଲ୍ଲୀର ଉପରାଜ୍ୟପାଳ ଦୁନିଆର ସର୍ବବୃହତ କୋରୋନା ହସ୍ପିଟାଲର କଲେ ଉଦଘାଟନ

ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ ଓ ଡିଜି ଏସ ଏସ ଦେଶୱାଲ ଡାକ୍ତରଖାନାର ସମସ୍ତ ବ୍ୟବସ୍ଥା ତଥା ସୁବିଧା ସମୀକ୍ଷା କରି ଆଇଟିବିପି ଯବାନମାନଙ୍କୁ ଉତ୍ସାହିତ କରିଛନ୍ତି ।

ଦିଲ୍ଲୀର ଉପରାଜ୍ୟପାଳ ଦୁନିଆର ସର୍ବବୃହତ କୋରୋନା ହସ୍ପିଟାଲର କଲେ ଉଦଘାଟନ

About the Author