ଡାକ୍ତରଙ୍କ ଆତ୍ମହତ୍ୟା ମାମଲା: ଗିରଫ ହେଲେ ଆପ୍ ବିଧାୟକ ପ୍ରକାଶ ଜରୱାଲ

ମୃତକଙ୍କ ପୁଅ ହେମନ୍ତଙ୍କ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଆପ୍ ବିଧାୟକ ପ୍ରକାଶ ଜରୱାଲ ଏବଂ ତାଙ୍କ ସହଯୋଗୀ କପିଲ ନାଗରଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲା ରୁଜୁ କରିଥିଲେ ।

ଡାକ୍ତରଙ୍କ ଆତ୍ମହତ୍ୟା ମାମଲା: ଗିରଫ ହେଲେ ଆପ୍ ବିଧାୟକ ପ୍ରକାଶ ଜରୱାଲ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author