ଦାୟିତ୍ୱ ଭୁଲିଲା ଦିଲ୍ଲୀ ପୋଲିସ, ଧକ୍କା ଦେଇ ଖସି ଯିବାକୁ ଉଦ୍ୟମ

ଅଭିଯୁକ୍ତ ଏସଆଇ ଦିଲ୍ଲୀ ପୋଲିସର ପିସିଆର ୟୁନିଟରେ କାମ କରନ୍ତି । ତାଙ୍କ ନାଁରେ ଆଇପିସିର ଧାରା ୨୭୯ ଓ ୩୩୭ ଅନୁସାରେ ମାମଲା ରୁଜୁ କରାଯାଇଛି ।

ଦାୟିତ୍ୱ ଭୁଲିଲା ଦିଲ୍ଲୀ ପୋଲିସ, ଧକ୍କା ଦେଇ ଖସି ଯିବାକୁ ଉଦ୍ୟମ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author