Work From Home: ସରକାରଙ୍କ ବଡ଼ ପଦକ୍ଷେପ, ୫୦ ପ୍ରତିଶତ ଲୋକଙ୍କୁ ଆସିବାକୁ ପଡ଼ବନି ଅଫିସ୍, ଘରୁ କରିବେ କାମ...

ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ଶିରସା ମଙ୍ଗଳବାର ଏକ ପ୍ରେସ୍ ମିଟ୍ କରି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କିଛି ପଦକ୍ଷେପ ନେବା ସହ ସରକାରଙ୍କ ଅସଫଳତା ସ୍ୱୀକାର କରିଛନ୍ତି। ସେ କହିଛନ୍ତି 'ଦିଲ୍ଲୀବାସୀଙ୍କୁ ମୁଁ କ୍ଷମା ମାଗୁଛି ୯-୧୦ ମାସ ଭିତରେ କୌଣସି ବି ସରକାର ଦିଲ୍ଲୀ ପ୍ରଦୂଷଣକୁ ଶେଷ କରିପାରିବ ତାହା ଅସମ୍ଭବ'।

Work From Home: ସରକାରଙ୍କ ବଡ଼ ପଦକ୍ଷେପ, ୫୦ ପ୍ରତିଶତ ଲୋକଙ୍କୁ ଆସିବାକୁ ପଡ଼ବନି ଅଫିସ୍, ଘରୁ କରିବେ କାମ...

About the Author