ଦିଲ୍ଲୀ ଦଙ୍ଗା: ପୋଲିସଙ୍କ ପାଇଁ ଲଢିବେ ଏହି ୬ ଓକିଲ

ଦିଲ୍ଲୀ ଦଙ୍ଗା(Delhi Riots) ମାମଲାର ଶୁଣାଣି ପାଇଁ ଦିଲ୍ଲୀ ସରକାର ଓକିଲଙ୍କର ଏକ ପ୍ୟାନେଲ ଗଠନ କରିଛନ୍ତି। ଉକ୍ତ ପ୍ୟାନେର ସଦସ୍ୟଙ୍କ ସମ୍ପର୍କରେ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ଏହି ଶୁଣାଣି ପାଇଁ ଏହି ପ୍ୟାନେଲରେ ମୋଟ ୬ ଜଣ ଓକିଲଙ୍କୁ ସ୍ଥାନ ମିଳିଛି।

ଦିଲ୍ଲୀ ଦଙ୍ଗା: ପୋଲିସଙ୍କ ପାଇଁ ଲଢିବେ ଏହି ୬ ଓକିଲ

About the Author