Bomb Threat to Delhi School: ଦିଲ୍ଲୀ ସ୍କୁଲକୁ ପୁଣି ବୋମା ଧମକ, କ୍ରମାଗତ ତୃତୀୟ ଦିନରେ ମିଳିଲା ଧମକ

ନୂଆଦିଲ୍ଲୀ: ଜୁଲାଇ ୧୬ ତାରିଖରେ ପୁଣି ଥରେ ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ ମିଳିଛି। ଆଜି ଦ୍ୱାରକାର ବସନ୍ତ ଭ୍ୟାଲି ଏବଂ ସେଣ୍ଟ ଥମାସ ସ୍କୁଲକୁ ମେଲ୍ ପଠାଯାଇଛି। ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ତଦନ୍ତରେ କିଛି ସନ୍ଦେହଜନକ ଜିନିଷ ମିଳିନାହିଁ, ଯାହା ଧମକର ସ

Bomb Threat to Delhi School: ଦିଲ୍ଲୀ ସ୍କୁଲକୁ ପୁଣି ବୋମା ଧମକ, କ୍ରମାଗତ ତୃତୀୟ ଦିନରେ ମିଳିଲା ଧମକ

About the Author