ଆରମ୍ଭ ହେଲା କେଦାରନାଥ ଧାମ୍ ଯାତ୍ରା, କିନ୍ତୁ ଏହି କାରଣରୁ ଅସନ୍ତୁଷ୍ଟ ଅଛନ୍ତି ତୀର୍ଥଯାତ୍ରୀ

ବାସ୍ତବରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା କେବଳ ରାଜ୍ୟବାସୀଙ୍କୁ ଚଳିତ ବର୍ଷ କେଦାରନାଥ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି । ଉତ୍ତରାଖଣ୍ଡରୁ ବାହାର ଓ କୋରୋନା ଭାଇରସ ହଟସ୍ପଟର ଲୋକମାନେ ମହାମାରୀ କାରଣରୁ ଚଳିତ ବର୍ଷ କେଦାରନାଥ ପରିଦର୍ଶନ କରିପାରିବେ ନାହିଁ ।

ଆରମ୍ଭ ହେଲା କେଦାରନାଥ ଧାମ୍ ଯାତ୍ରା, କିନ୍ତୁ ଏହି କାରଣରୁ ଅସନ୍ତୁଷ୍ଟ ଅଛନ୍ତି ତୀର୍ଥଯାତ୍ରୀ

About the Author