ଜୁଲାଇ ୧ରୁ ଚାରି ଧାମର ଦର୍ଶନ କରିପାରିବେ ଉତ୍ତରାଖଣ୍ଡର ଶ୍ରଦ୍ଧାଳୁମାନେ

ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜୁନ୍ ୩୦ ପର୍ଯ୍ୟନ୍ତ କେବଳ ସେହି ଜିଲ୍ଲାରେ ରହୁଥିବା ଶ୍ରଦ୍ଧାଳୁମାନଙ୍କୁ ଜିଲ୍ଲାଧିକାରୀଙ୍କ ଅନୁମତି କ୍ରମେ ଚାରି ଧାମର ଦର୍ଶନର ଅନୁମତି ମିଳିଥିଲା ।

ଜୁଲାଇ ୧ରୁ ଚାରି ଧାମର ଦର୍ଶନ କରିପାରିବେ ଉତ୍ତରାଖଣ୍ଡର ଶ୍ରଦ୍ଧାଳୁମାନେ

About the Author