ନଭେମ୍ବର ୧ରୁ ବଦଳିବ ବିମାନ ଚଳାଚଳରେ ଏହି ନିୟମ: ପାଇଲଟଙ୍କୁ ମିଳିବ ଅଧିକ ବିଶ୍ରାମ, କମ୍‍ କାମ

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ଦୃଷ୍ଟିରେ ରଖି ଆସନ୍ତା ପହିଲାରୁ ନୂଆ ନୀତି ଲାଗୁ କରିବାକୁ ଯୋଜନା ରଖାଯାଇଛି। ବେସାମରିକ ବିମାନ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ବିମାନ ଚାଳକ ତଥା ପାଇଲଟଙ୍କ ଲମ୍ବା ସମୟର ଦାବିକୁ ଗ୍ରହଣ କରି ଏହି ନିୟମ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ପାଇଲଟମାନଙ୍କୁ

ନଭେମ୍ବର ୧ରୁ ବଦଳିବ  ବିମାନ ଚଳାଚଳରେ ଏହି ନିୟମ: ପାଇଲଟଙ୍କୁ ମିଳିବ ଅଧିକ ବିଶ୍ରାମ, କମ୍‍ କାମ

About the Author