ପ୍ରଣବ ମୁଖାର୍ଜୀ: ବ୍ୟକ୍ତି ଏକ, ପଦବୀ ଅନେକ

ଆଉ ନାହାନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। କୋରୋନା ସଂକ୍ରମଣ ହେବା ପରେ ଏବଂ ମସ୍ତିଷ୍କ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ଶେଷରେ ୮୪ ବର୍ଷ ବୟସରେ ଆଖି ବୁଜିଛନ୍ତି । ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ପ୍ରଣବ ଦା' ସାମ୍ବାଦିକ, କେତେବେଳେ ପ୍ରଫେସର ଏବଂ ପରେ ଜଣେ ଶକ୍ତିଶାଳୀ ରାଜନେତା ଭାବରେ ଉଭା ହୋଇଥିଲେ .. ଅନେକ ଥର କଂଗ୍ରେସ ପାଇଁ ଥିଲେ ସଂକଟମୋଚନ । ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ପଛରେ ଛାଡ଼ି ଯାଇଛନ୍ତି ଅନେକ ସ୍ମୃତି...

ପ୍ରଣବ ମୁଖାର୍ଜୀ:  ବ୍ୟକ୍ତି ଏକ, ପଦବୀ ଅନେକ

About the Author