Indian Migrants: ଭାରତୀୟମାନଙ୍କୁ ଏହି ବିମାନବନ୍ଦରରେ ଛାଡିଯିବ ଆମେରିକୀୟ ବିମାନ, କିଛି ଲୋକ ପହଞ୍ଚିବା ମାତ୍ରେ ହେବେ ଗିରଫ୍

US Deports 205 Indian Migrants: ଆମେରିକାର ସାମରିକ ବିମାନ C-17 ସେନ ଆଣ୍ଟୋନିଓରୁ ଅମୃତସର ଅଭିମୁଖେ ଯାତ୍ରା କରିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୦୦୦ ଭାରତୀୟଙ୍କୁ ଭାରତ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଆମେରିକାରେ ମୋଟ ୧୮ ହଜାର ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରାଯାଇଛି। ଏହି ଲୋକମାନଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦିଆଯାଉଛି।

Indian Migrants: ଭାରତୀୟମାନଙ୍କୁ ଏହି ବିମାନବନ୍ଦରରେ ଛାଡିଯିବ ଆମେରିକୀୟ ବିମାନ, କିଛି ଲୋକ ପହଞ୍ଚିବା ମାତ୍ରେ ହେବେ ଗିରଫ୍
Image Credit: US Deports 205 Indian Migrants

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More