ଓଡ଼ିଶା ଭବନ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା, ଭାଗ ନେଲେ ୨୨ ପ୍ରତିଯୋଗୀ

ଓଡ଼ିଶା ଦିବସ ସମାରୋହ-୨୦୨୫ ର ଅଂଶ ସ୍ୱରୂପ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି । ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ବିଷୟରେ ଯୁବଗୋଷ୍ଠୀଙ୍କ ମନରେ ଜିଜ୍ଞାସା ସୃଷ୍ଟି କରିବା ପାଇଁ ଏହା ଏକ ପ୍ରୟାସ । ପ୍ରତିଯୋଗିତାଟି ଦୁଇଟି ବର୍ଗରେ ଅନୁଷ୍ଠିତ ହୋଇଛି ଯଥା ବରିଷ୍ଠ ବର୍ଗ

ଓଡ଼ିଶା ଭବନ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା, ଭାଗ ନେଲେ ୨୨ ପ୍ରତିଯୋଗୀ

About the Author