ଗରମ ଦିନରେ ଲେମ୍ବୁ ରସ ପିଇବାରୁ ବ୍ଲଡ ପ୍ରେସର ହୋଇଥାଏ କଣ୍ଟ୍ରୋଲ, ମିଳିଥାଏ ଏହି ସବୁ ଲାଭ

ଲୌହ, ମ୍ୟାଗ୍ନେସିୟମ୍, ଫସଫରସ୍, କ୍ୟାଲସିୟମ୍, ପୋଟାସିୟମ୍, ଏବଂ ଜିଙ୍କ ପରି ମିନେରାଲ୍ ସମୃଦ୍ଧ ଲେମ୍ବୁ ଆମ ଶରୀରର pH ସ୍ତରକୁ ସନ୍ତୁଳିତ କରେ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିକାଶରେ ସହାୟକ ହୋଇଥାଏ ।

ଗରମ ଦିନରେ ଲେମ୍ବୁ ରସ ପିଇବାରୁ ବ୍ଲଡ ପ୍ରେସର ହୋଇଥାଏ କଣ୍ଟ୍ରୋଲ, ମିଳିଥାଏ ଏହି ସବୁ ଲାଭ

About the Author