ତେଲଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୭ ମୃତ

ସୋମବାର ସକାଳେ ତେଲେଙ୍ଗାନାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଙ୍ ରେଡ୍ଡି ଜିଲ୍ଲାର ଚେଭେଲା ମଣ୍ଡଳର ଖାନପୁର ଗେଟରେ ବିପରୀତ ଦିଗରୁ ଆସୁଥିବା ଏକ ଡମ୍ପର (ଟିପର) ତେଲେଙ୍ଗାନା ସରକାରୀ ବସ୍‌କୁ ଧକ୍କା ଦେଇଥିଲା। ହାଇଦ୍ରାବାଦ-ବିଜାପୁର ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାରେ ବସର ବ୍ୟାପକ କ୍ଷତି ହୋଇଥିଲା।&n

ତେଲଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୭ ମୃତ

About the Author