Turkey: ଭୂମିକମ୍ପରେ ଦୋହଲିଲା ତୁର୍କୀ

ନୂଆଦିଲ୍ଲୀ: ଏକ ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଛି ତୁର୍କୀ। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା 6.1 ଥିଲା, ଏହାର କେନ୍ଦ୍ରସ୍ଥଳ ସିନ୍ଦିର୍ଗି ଜିଲ୍ଲାରେ 5.99 କିଲୋମିଟର (3.72 ମାଇଲ) ଗଭୀରତାରେ ଥିଲା। ଇସ୍ତାନବୁଲ, ବୁର୍ସା, ମାନିସା ଏବଂ ଇଜମିର ପ୍ରଦେଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଆନାଡୋଲୁ ଏଜେନ୍ସି ରିପୋର୍ଟ

Turkey: ଭୂମିକମ୍ପରେ ଦୋହଲିଲା ତୁର୍କୀ

About the Author