ଏସ୍‍ଆଇଆର୍‍: ଓଡ଼ିଶାରେ ଏବେ ହେବନି, ୧୨ ରାଜ୍ୟରେ ଆସନ୍ତା କାଲିଠୁ ପ୍ରକ୍ରିୟା ଆରମ୍ଭ

ରାଜ୍ୟରେ ଏବେ ସଘନ ଭୋଟର ତାଲିକା ସଂଶୋଧନ ହେବ ନାହିଁ। ଏହାକୁ ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ। ଦ୍ୱିତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ କେବଳ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର। ଏହି ୧୨ଟି ରାଜ

ଏସ୍‍ଆଇଆର୍‍: ଓଡ଼ିଶାରେ ଏବେ ହେବନି, ୧୨ ରାଜ୍ୟରେ ଆସନ୍ତା କାଲିଠୁ ପ୍ରକ୍ରିୟା ଆରମ୍ଭ

About the Author